Jump to content

ପରାଧିନ

ଉଇକିଅଭିଧାନ‌ରୁ

ପରାଧିନ

ଉଚ୍ଚାରଣ

[ସମ୍ପାଦନା]
(ପରାଧୀନା—ସ୍ତ୍ରୀ) 

(ସ୍ୱାଧୀନ—ବିପରୀତ)

(ପରାଧୀନତା, ପରାଧୀନତ୍ୱ—ବି)

ସଂସ୍କୃତ - ବିଶେଷଣ - ପୁଂ. (୬ଷ୍ଠୀ ତତ୍; ପର+ଅଧୀନ)

[ସମ୍ପାଦନା]

ପରତନ୍ତ୍ର; ଅସ୍ୱାଧୀନ; ଅନ୍ୟର ବଶୀଭୂତ —Subject to another; depending on others.