Jump to content

ପରାନ

ଉଇକିଅଭିଧାନ‌ରୁ

ପରାନ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବି—(ଣ ସ୍ଥାନରେ ନ ଓ ପଦର ଶେଷବର୍ଣ୍ଣର ହଳନ୍ତ ଉଚ୍ଚାରଣ; ତୁଳ. ହିନ୍ଦୀ. ପରାନ୍)

[ସମ୍ପାଦନା]

ପ୍ରାଣ —Life.


ଠେଙ୍ଗା ଖାସି ପରାନ୍ ନାଶି (ଠେଙ୍ଗାକାସରେ ପ୍ରାଣ ଯାଏ)—ଢଗ