Jump to content

ପରାନ୍ତକ

ଉଇକିଅଭିଧାନ‌ରୁ

ପରାନ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ପୁରୁଷ; ପର=ସଂସାର+ଅନ୍ତଳ= ନାଶକ)

[ସମ୍ପାଦନା]

ମହାଦେବ —Ṡiba

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଶତ୍ରୁନାଶକ; ଶତ୍ରୁସଂହାରକ — Destructive of the enemy.