Jump to content

ପରାପତିତ

ଉଇକିଅଭିଧାନ‌ରୁ

ପରାପତିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପର+ଆ+ପତ୍ ଧାତୁ=ଆଗମନ କରିବା+ କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରତ୍ୟାବୃତ୍ତ; ପ୍ରତ୍ୟାଗତ — ୧. Returned; come back.
୨. ସମାଗତ —୨. Come; arrived.