Jump to content

ପରାପବାଦ

ଉଇକିଅଭିଧାନ‌ରୁ

ପରାପବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଅପବାଦ)

[ସମ୍ପାଦନା]

ପରନିନ୍ଦା; ପର ନାମରେ ଅପବାଦ —Defamation.

ସବୁଠାରେ ସମସ୍ତେ ଗୁଣବନ୍ତ ହୋଇ, ଥାଇ ପରାପବାଦ ହେଉଥାନ୍ତି କହି କୃଷ୍ଣସିଂହ, ମହାଭାରତ କର୍ଣ୍ଣ