ପରାବର
ଦେଖଣା
ପରାବର
ଉଚ୍ଚାରଣ
[ସମ୍ପାଦନା](ପରାବରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପର+ଆବର)
[ସମ୍ପାଦନା]- ୧. ପରାପର (ଦେଖ) - ୧. Parāpara (See)
- ୨. କାଳପରମ୍ପରାକ୍ରମେ ଆଗତ —୨. Traditional; handed down from earlier to later times (M.W.).
- ୩. ପ୍ରତ୍ୟେକ ପରବର୍ତ୍ତୀ —୩. Each successive (M.W.).
ସଂସ୍କୃତ - ବିଶେଷ୍ୟ - (ବହୁବଚନ ପ୍ରୟୋଗ; ପରାବରାଃ)
[ସମ୍ପାଦନା]- ୧. ପୂର୍ବପୁରୁଷଗଣ ଓ ବଂଶଧରଗଣ —୧. Ancestors and descendants (M.W.).
- ୨. କାରଣ ଓ କାର୍ଯ୍ୟ —୨. Cause and effect (M.W.).
- ୩. ଉଦ୍ଦେଶ୍ୟ ଓ ଫଳ —୩. Motive and consequence (M.W.).
- ୪. ଜଗତ୍ —୪. Universe (M.W.).
- ୫. ବେଦାନ୍ତ —୫. Bedānta.