Jump to content

ପରାବର୍ତ୍ତ

ଉଇକିଅଭିଧାନ‌ରୁ

ପରାବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ଅ)

[ସମ୍ପାଦନା]
୧. ବିନିମୟ; ବଦଳ — ୧. Exchange; barter.
୨. ପ୍ରତ୍ୟାବର୍ତ୍ତନ —୨. Returning.
୩. ପଛକୁ ଲେଉଟିବା —୩. Turning.
୪. ମୁହଁ ବୁଲାଇବା —୪. Turning round.