ପରାବହ
ଊର୍ଦ୍ଧ୍ୱକୁ ପ୍ରବାହିତବାୟୁ; ସପ୍ତବାୟୁ ମଧ୍ୟରୁ ଅନ୍ୟତମ —One of the ୭ kinds of winds; wind which rushes upwards.
[ଦ୍ରଷ୍ଟବ୍ୟ —ଏହା ଊର୍ଦ୍ଧ୍ୱକୁ ପ୍ରବାହିତ ହୁଏ]