Jump to content

ପରାବୃତ୍ତି

ଉଇକିଅଭିଧାନ‌ରୁ

ପରାବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା+ବୃତ୍ତି; ପର+ଆବୃତ୍ତି)

[ସମ୍ପାଦନା]
୧. ପ୍ରତ୍ୟାବର୍ତ୍ତନ — ୧. Coming back.
୨. ପରିବର୍ତ୍ତନ — ୨. Change.
୩. ପଳାୟନ —୩. Fleeing.
୪. ବଦଳ —୪. Exchange; interchange; barter.
୫. ମକଦ୍ଦମାର ରାୟର ରଦ ହେବା —୫. Reversion of a sentence or judgment in law.
୬. ନିଆ ଯାଇଥିବା ସମ୍ପତ୍ତିର ଫେରସ୍ତ — ୬. Restoration of property. (M.W.).
୭. ପ୍ରତିଘାତ —୭. Recoiling; rebounding. (M.W.).
୮. ସଫଳ ନ ହେବା; ବିଫଳ ହେବା — ୮. Not taking effect. (M.W.).