Jump to content

ପରାଭୃତ

ଉଇକିଅଭିଧାନ‌ରୁ

ପରାଭୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରା+ଭୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଲୁକ୍କାୟିତ —୧. Concealed; hidden (M.W.).
୨. ବାହିତ —୨. Borne (M.W.).
୩. କଢ଼ା ଯାଇଥିବା — ୩. Taken off; put aside (M.W.).