Jump to content

ପରାମନନ

ଉଇକିଅଭିଧାନ‌ରୁ

ପରାମନନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା+ମନ୍ ଧାତୁ=ବୋଧ କରିବା; ଅନୁତାପ କରିବା+ଭାବ. ଅନ; ପରା=ଶ୍ରେଷ୍ଠ; ବିଶେଷ; ପ୍ରଗାଢ଼+ମନନ=ଚିନ୍ତା)

[ସମ୍ପାଦନା]
୧. ପ୍ରଗାଢ଼ ଚିନ୍ତା — ୧. Deep meditation.
୨. ବ୍ରହ୍ମ ବିଷୟକ ଚିନ୍ତା; ଧ୍ୟାନ — ୨. Spiritual meditation.
୩. ଅନୁତାପ —୩. Repentance.