Jump to content

ପରାମର୍ଶ

ଉଇକିଅଭିଧାନ‌ରୁ

ପରାମର୍ଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପରା=ବିଶେଷ ଭାବରେ+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ)

[ସମ୍ପାଦନା]
୧. ବିଶେଷ ମନ୍ତ୍ରଣା — ୧. Consultation.
୨. ବିବେଚନା; ବିଚାର —୨. Consideration; judgment; reflection; thought.
୩. ଯୁକ୍ତି —୩. Reasoning; argument.
୪. ଉପଦେଶ —୪. Advice.
୫. (ନ୍ୟାୟ ଦର୍ଶନ) ବ୍ୟାପ୍ତିବିଶିଷ୍ଟର ପକ୍ଷଧର୍ମତ୍ୱ ବୁଦ୍ଧି ଜ୍ଞାନ (ଜ୍ଞାନେନ୍ଦ୍ର) —୫. (logic) Deduction; ascertaining that the Paksha or subject possesses the Hetu or cause; inference; drawing conclusion from analogy or experience.
୫. ଧରିବା; ଓଟାରିବା (ଯଥା—କେଶ ପରାମର୍ଶ) — ୫. Seizing; pulling (M.W.).
୬. (ଧନୁ) ଆମଞ୍ଚନ; ଟାଣିବା; ନୁଆଇଁବା — ୬. Bending or drawing (as a bow).
୭. ଅବମାନନ; ଅତ୍ୟାଚାର; ଆକ୍ରମଣ — ୭. Violent assault; attack.
୮. ଧର୍ଷଣ —୮. Violation; ravishment.
୯. ବାଧା ପ୍ରଦାନ — ୯. Disturbance; hindrance (M.W.).
୧. ସ୍ମୃତି; ସ୍ମରଣ କରିବା —୧. Calling to mind; recollection; rememberance.
୧୧. ନିର୍ଦ୍ଧାରଣ; ନିର୍ଣ୍ଣୟ —୧୧. Ascertainment.
୧୨. ଧୀର ଭାବରେ ସ୍ପର୍ଶନ —୧୨. Touching gently.
୧୩. ରୋଗାକ୍ରମଣ —୧୩. Affection by disease (Apte).
୧୪. ପ୍ରତିଜ୍ଞାର ପ୍ରଧାନ ଓ ଅପ୍ରଧାନ ଅଙ୍ଗ ମଧ୍ୟରେ ସମ୍ପର୍କ ଥିବା ସମ୍ୱନ୍ଧୀୟ ଜ୍ଞାନ —୧୪. (logic) Knowledge of the minor premise in its connection with the major (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗାଳି ମନ୍ଦ; ତିରସ୍କାର —Rebuke.