Jump to content

ପରାମର୍ଶ କରିବା

ଉଇକିଅଭିଧାନ‌ରୁ

ପରାମର୍ଶ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଚାର କରିବା; ମନ୍ତ୍ରଣା କରିବା — ୧. To consult; to hold consultation.
୨. (ନିଶ ଆଦି) ଆଉଁସିବା —୧. To stroke; to caress.

(ଯଥା—ସଙ୍ଗେ ସଙ୍ଗେ ମୁକ୍ତଶିଖା ପରାମର୍ଶ କରି ହଠାତ୍ ଚାଣକ୍ୟ ରଙ୍ଗମଞ୍ଚରେ ଦେଖା ଦେଲେ ଏବଂ ଅଭିନୟର ସୂତ୍ରପାତ ହେଲା ମୃତ୍ୟୁଞ୍ଜୟ. ମୁଦ୍ରା ରାକ୍ଷସ ନାଟକ)