Jump to content

ପରାମୃତ

ଉଇକିଅଭିଧାନ‌ରୁ

ପରାମୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରା+ମୃତ)

[ସମ୍ପାଦନା]

ମୃତ୍ୟୁ ଆଦିର ବନ୍ଧନରୁ ମୁକ୍ତ (ହିନ୍ଦୀ - ଶ.) —Released from the bond of death etc.

ସଂସ୍କୃତ - ବିଶେଷ୍ୟ - (ପର=ଅତ୍ୟୁତ୍ତମ+ଅମୃତ)

[ସମ୍ପାଦନା]

ବୃଷ୍ଟି (ହିନ୍ଦୀ - ଶ) — Raining.