ପରାମୃଷ୍ଟ
ଦେଖଣା
ପରାମୃଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ପରା+ମୃଶ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସମ୍ୟକ ବିବେଚିତ; ବିଚାରିତ —୧. Well considered.
- ୨. ସ୍ପଷ୍ଟ —୨. Touched.
- ୩. ନିର୍ଣ୍ଣୀତ —୩. Ascertained.
- ୪. ଯତ୍ସମ୍ୱନ୍ଧେ ମନ୍ତ୍ରଣା କରାଯାଇଅଛି —୪. Consulted.
- ୫. ଧୃତ —୫. Seized.
- ୬. ଅବମାନିତ —୬. Insulted.
- ୭. ଧର୍ଷିତ —୭. Violated; ravished.
- ୮. ପୀଡ଼ିତ —୮. Attacked with disease.