Jump to content

ପରାରି

ଉଇକିଅଭିଧାନ‌ରୁ

ପରାରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପର=ଅନ୍ୟ; ଗତ+ଅରି=ପୂର୍ବତରସ୍ମିନ୍ ବର୍ଷେ; ନିପାତନସିଦ୍ଧ)

[ସମ୍ପାଦନା]
୧. ଗତ ବର୍ଷର ପୂର୍ବବର୍ଷ; ତିଦସ୍ତା ବର୍ଷ — ୧. Year before last.
୨. ଆସନ୍ତା ବର୍ଷର ପରବର୍ତ୍ତୀ ବର୍ଷ — ୨. Year after next.

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ପର+ଅରି)

[ସମ୍ପାଦନା]

ପରର ଶତ୍ରୁ — The enemy of another.