Jump to content

ପରାର୍ଥ

ଉଇକିଅଭିଧାନ‌ରୁ

ପରାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ପର=ଅନ୍ୟ+ଅର୍ଥ=ଉଦ୍ଦେଶ୍ୟ)

[ସମ୍ପାଦନା]

ଅନ୍ୟୋଦ୍ଦେଶ୍ୟଯୁକ୍ତ —Having another object.

ସଂସ୍କୃତ - ବି—(୬ଷ୍ଠୀ ତତ୍; ପର+ଅର୍ଥ)

[ସମ୍ପାଦନା]
୧. ପରର ଉପକାର — Other people's benefit or interest.
୩. (କର୍ମଧା; ପର+ଅର୍ଥ)—ପ୍ରଧାନ ପ୍ରୟୋଜନ; ପ୍ରଧାନ ସ୍ୱାର୍ଥ — ୩. Highest interest.
୪. ମୁଖ୍ୟ ଉଦ୍ଦେଶ୍ୟ —୪. Principal aim.
୫. ମୁଖ୍ୟ ଅର୍ଥ —୫. Chief meaning.
୬. ରତି; ସଙ୍ଗମ —୬. Sexual intercourse.