Jump to content

ପରାର୍ଥ ପର

ଉଇକିଅଭିଧାନ‌ରୁ

ପରାର୍ଥ ପର

ଉଚ୍ଚାରଣ

[ସମ୍ପାଦନା]

(ପରାର୍ଥପରାୟମ—ଅନ୍ୟରୂପ)

ପରାର୍ଥପରା, ପରାର୍ଥପରାୟଣାସ୍ତ୍ରୀ

(ସ୍ୱାର୍ଥପର, ସ୍ୱାର୍ଥପରାଣ—ବିପରୀତ)

[ପରାର୍ଥପରତା(ତ୍ୱ), ପରାର୍ଥପରାୟଣତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପରାର୍ଥ+ପର)

[ସମ୍ପାଦନା]
୧. ନିଃସ୍ୱାର୍ଥ — ୧. Unselfish.
୨. ପରୋପକାର କରିବାକୁ ସର୍ବଦା ତତ୍ପର —୨. Always ready to render service or benefit to others.