Jump to content

ପରାର୍ଦ୍ଧ୍ୟ

ଉଇକିଅଭିଧାନ‌ରୁ

ପରାର୍ଦ୍ଧ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପର+ଅର୍ଦ୍ଧ+ଯୁକ୍ତାର୍ଥେ. ଯ)

[ସମ୍ପାଦନା]
୧. ଶ୍ରେଷ୍ଠଠାରୁ ଶ୍ରେଷ୍ଠ; ଅତି ଉତ୍କୃଷ୍ଟ — ୧. Chiefest; supreme.
୨. ଅପରାର୍ଦ୍ଧରେ ଅବସ୍ଥିତ — ୨. Being on the remote or other half (M.W.).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ୱର୍ଗଲୋକ —୧. Heaven.
୨. (ପରାର୍ଦ୍ଧ+ସ୍ୱାର୍ଥେ. ଯ) ପରାର୍ଦ୍ଧ (ଦେଖ) - — ୨. Parārddha (See)