ପରାଶର
ଦେଖଣା
ପରାଶର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ପର=ଉତ୍ତମ+ଆ+ଶୃ ଧାତୁ=ସମ୍ପନ୍ନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମୁନିବିଶେଷ; ବ୍ୟାସ— ଦେବଙ୍କ ପିତା —୧. Name of a sage.
[ଦ୍ରଷ୍ଟବ୍ୟ —ଏ ବଶିଷ୍ଠଙ୍କର ପୁତ୍ର (ମତାନ୍ତରରେ ପୌତ୍ର) ଥିଲେ ଏହାଙ୍କର ସ୍ମୃତି (ପରାଶରସଂହିତା) କଳିଯୁଗରେ ପ୍ରଚଳିତ ଏ ମତ୍ସ୍ୟଗନ୍ଧା ନାମ୍ନୀ ଧୀବର କନ୍ୟାଠାରେ ଆସକ୍ତ ହୋଇଥିଲେ ଉକ୍ତ କନ୍ୟା ଗର୍ଭରୁ ବ୍ୟାସଦେବଙ୍କର ଜନ୍ମ ହୋଇଥିଲା; ପରାଶର ଋଗ୍ୱେଦ ସଂକଳନ କରିଥିବାର କଥିତ (M.W.).]
- ୨. (ନାମ) ଆୟୁର୍ବେଦର ଏକ ଆଚାର୍ଯ୍ୟଙ୍କ ନାମ ୨. Name of a professor of Hindu medicine.
- ୩. (ନାମ) ଜଣେ ଜ୍ୟୋତିଷାଚାର୍ଯ୍ୟଙ୍କ ନାମ — ୩. Name of an author of astronomical work.
- ୪. ଇନ୍ଦ୍ର —୪. Indra.
- ୫. ଚନ୍ଦ୍ର —୫. Moon.
- ୬. ନାଗବିଶେଷ —୬. Name of a Nāga.