Jump to content

ପରାଶ୍ରୟ

ଉଇକିଅଭିଧାନ‌ରୁ

ପରାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଆଶ୍ରୟ)

[ସମ୍ପାଦନା]
୧. ପରଠାରେ ଶରଣ ନେବା —୧. Taking shelter under another.
୨. ପରାଧୀନତା —୨. Subservience.
୩. ଶତ୍ରୁର ଆଶ୍ରସ୍ଥଳ —୩. A refuge to enemies.
(ପରାଶ୍ରୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

ପରାଶ୍ରିତ; ପରାବଲମ୍ୱୀ — Dependent on another.