Jump to content

ପରାସ

ଉଇକିଅଭିଧାନ‌ରୁ

ପରାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା+ଅସ୍ ଧାତୁ+ଅ)

[ସମ୍ପାଦନା]

କୌଣସି ସ୍ଥାନରୁ ଫିଙ୍ଗାଯିବା ଟେକା ବା ଶର ବା ଗୋଳା ଆଦି ପଡ଼ିବାର ଦୂରତ୍ୱ — Stone's throw; the range of a missile; the range or distance of any thing thrown.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଫ୍ରାସ=କୁନ୍ତ)

[ସମ୍ପାଦନା]

ବ୍ୟଥାଯୁକ୍ତ; ଦରଜ ହୋଇଥିବା —Painful.

ପାଚେରୀ ଡେଇଁବା ଆପଦୁ ଯା ଜଳନ ପରାସ ଗୋ କବିସୂର୍ଯ୍ୟ ସଙ୍ଗୀତ

ଦୁଃଖଦାୟକ; ଦୁଃଖଜନକ —Grievous; affecting.

ଯେବଣ କୁସୁମ ଗନ୍ଧେ ନାସିକା ସନ୍ତୋଷ, ସେ ଗନ୍ଧ ହୋଇଲା ଏବେ ପ୍ରାଣକୁ ପରାସ ପ୍ରାଚୀ, ରହସ୍ୟମଞ୍ଜରୀ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେହର କୌଣସି ଅଂଶର ଦରଜ; ବ୍ୟଥା — ୧. Pain in any part of the body.
୨. ଦୁଃଖ —୨. Sorrow; misery; grief.
୩. କଷ୍ଟ —୩. Trouble.