ପରାହତ
ଦେଖଣା
ପରାହତ
ଉଚ୍ଚାରଣ
[ସମ୍ପାଦନା](ପରାହତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପରା+ହନ୍ ଧାତୁ=ପରାଜିତ କରିବା+ କର୍ମ. ତ)
[ସମ୍ପାଦନା]- ୧. ପରାଜିତ; ବିଜିତ — ୧. Defeated; vanquished.
- ୨. ତିରସ୍କୃତ —୧. Rebuked.
- ୩. ଚୂର୍ଣ୍ଣ; ବିନଷ୍ଟ —୩. Powdered; crushed.
- ୪. ଆକ୍ରାନ୍ତ —୪. Overtaken; attacked.
- ୫. ଆହତ —୫. Hurt.
- ୬. ବାଧା ପ୍ରାପ୍ତ —୬. Obstructed.
- ୮. ପଛକୁ ହଟା ଯାଇଥିବା — ୮. Driven back; repulsed.