Jump to content

ପରାହ୍ଣ

ଉଇକିଅଭିଧାନ‌ରୁ

ପରାହ୍ଣ

ଉଚ୍ଚାରଣ

[ସମ୍ପାଦନା]

(ପୂର୍ବାହ୍ଣ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଅହନ୍=ଦିବସ; ଦିବସର ପର ବା ଶେଷ ଭାଗ)

[ସମ୍ପାଦନା]

ଅପରାହ୍ଣ; ଓପର ଓଳି; ଦିନ ଦ୍ୱିପ୍ରହର ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ — Afternoon.