ପରାୟତି
ଦେଖଣା
ପରାୟତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ବହୁବ୍ରୀହି; ପରର ଆୟତି=ଆୟତ୍ତତା ଯହିଁରେ; ପର+ଅୟ୍ ଧାତୁ=ଗମନ କରିବା+ଅତି)
[ସମ୍ପାଦନା]- ୧. ପରାଧୀନ —୧. Dependent on another.
- ୨. ଅତି ବିସ୍ତୃତକାୟବିଶିଷ୍ଟ — ୨. Having an extensive body.
- ୩. ପଶ୍ଚାଦ୍ଗାମୀ —୩. Going after; following.
ସଂସ୍କୃତ - ବି—(କର୍ମଧା; ପର+ଆୟତି)
[ସମ୍ପାଦନା]ଅତିଶୟ ବିସ୍ତାର — Expanse.