Jump to content

ପରାୟତ୍ତ

ଉଇକିଅଭିଧାନ‌ରୁ

ପରାୟତ୍ତ

ଉଚ୍ଚାରଣ

[ସମ୍ପାଦନା]

(ପରାୟତ୍ତି—ବି)

ସଂସ୍କୃତ - ବିଣ—(୬ଷ୍ଠୀ ତତ୍; ପର+ଆୟତ୍ତ୍=ଅଧୀନ)

[ସମ୍ପାଦନା]
୧. ପରାଧୀନ; ପରବଶ —୧. Dependent on another.
୨. ଅନ୍ୟର ଅଧିକୃତ — ୨. In the possession of another.