ପରା ହେବା
ଦେଖଣା
ପରା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରା ହେବା
|
ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ପାରିବା କ୍ରିୟାର କର୍ମବାଚ୍ୟ; ସଂସ୍କୃତ - ପାତିତ)
[ସମ୍ପାଦନା]- ୧. (ଆମ୍ୱ ଆଦି ଫଳ) ଗଛରୁ ତୋଳା ହେବା — ୧. To be plucked (aid of fruit).
- ୨. (ବିଛଣା ଆଦି) ଭୂମିରେ ପାତିତ ହେବା — ୨. To be laid (said of bed).
- ୩. ଭୂମିରେ ବିଛା ହେବା; ବିସ୍ତୃତ ହେବା — ୩. To be spread on the ground.