Jump to content

ପରିକଥା

ଉଇକିଅଭିଧାନ‌ରୁ

ପରିକଥା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ପରି=କ୍ଷୂଦ୍ର+କଥା)

[ସମ୍ପାଦନା]
୧. ଉପକଥା; ଅଖ୍ୟାୟିକା ୧. Stoty; fable.
୨. ଏକ କାହାଣିର ଅନ୍ତର୍ଗତ ତତ୍ପ୍ରସଙ୍ଗ ସମ୍ୱନ୍ଧୀୟ ଅନ୍ୟ କାହାଣୀ —୨. Episode.
୩. ଧର୍ମ ସମ୍ୱନ୍ଧୀୟ ଅଖ୍ୟାନ — ୩. Religious tale. (M.W.).