ପରିକର୍ମ
ଦେଖଣା
ପରିକର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—କ୍ଳୀ—(ପରି=ଭୂଷଣ+କର୍ମ୍ମନ୍=କର୍ମ)
[ସମ୍ପାଦନା]- ୧. ଅଙ୍ଗ ସଂସ୍କାର; ପ୍ରସାଧନ; ବେଶ ହେବା — ୧. Toilet; decoration of the body.
- ୨. ଗାଧେଇବା ପରେ ଦେହରେ ଗନ୍ଧ ଚନ୍ଦନାଦି ଲେପନ — ୨. Painting or perfuming of the body after bath.
- ୩. ପୋଷାକ ପିନ୍ଧି ସଜବାଜ ହେବା —୩. Dressing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭୃତ୍ୟ (ଜ୍ଞାନେନ୍ଦ୍ର) —Servant.