ପରିକଳିବା
ଅଭ୍ୟାସ କରିବା; ବ୍ରତାଦି ଆଚରଣ କରିବା —To practise; to observe.
ଯୋଗଧାରଣା ପରିକଳି ନିଜ ଶରୀରରେ ଅଗ୍ନି ଜାଳି ପଞ୍ଚ ପରାଣ ନିଜ ପିଣ୍ଡେ ହୋମ କରିବ ଅଗ୍ନିକୁଣ୍ଡେ ଜଗନ୍ନାଥ ଭାଗବତ