ପରିକଳ୍ପନା
ଦେଖଣା
ପରିକଳ୍ପନା
ଉଚ୍ଚାରଣ
[ସମ୍ପାଦନା]ପରିକଳ୍ପିତ, ପରିକୃପ୍ତବିଣ
ସଂସ୍କୃତ - ବିଶେଷ୍ୟ - (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ)
[ସମ୍ପାଦନା]- ୧. କଳ୍ପନା; ଆବିଷ୍କରଣ — ୧. Invention; contrivance; imagination.
- ୨. ରଚନା —୨. Arranging; composing.
- ୩. ସ୍ଥିରୀକରଣ —୩. Fixing; settling.
- ୪. ବଣ୍ଟନ —୪. Division; distribution.
- ୫. ପ୍ଲାନ; ନକସା —୫. Design; plan.