ପରିକଳ୍ପିତ
ଦେଖଣା
ପରିକଳ୍ପିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ପରି+କୃପ୍ ଧାତୁ=ସମର୍ଥ ହେବା; କଳ୍ପନା କରିବା+କର୍ମ. ତ)
[ସମ୍ପାଦନା]- ୧. ରଚିତ; ଚିତ୍ରିତ — ୧. Arranged; composed.
- ୨. ଆବିଷ୍କୃତ —୨. Invented; contrived.
- ୩. ସ୍ଥିରୀକୃତ; ନିର୍ଦ୍ଧାରିତ —୩. Settled; fixed.
- ୪. ଅନୁଷ୍ଠିତ; ସମ୍ପାଦିତ —୪. Accomplished; done.
- ୫. ଆଶା କରାଯାଇଥିବା —୫. Wished for; expected.