ପରିକାଙ୍କ୍ଷିତ
ଦେଖଣା
ପରିକାଙ୍କ୍ଷିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି=ଗତ+କାଙ୍କ୍ଷା=ଅଭିଳାଷ+ଅସ୍ତ୍ୟର୍ଥେ ଇତ; ଯାହାର ପାର୍ଥିବ ଭୋଗାଭିଳାଷ ନାହିଁ)
[ସମ୍ପାଦନା]ତପସ୍ୱୀ; ଯୋଗୀ —An ascetic.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ପରି+କାଙ୍କ୍ଷ ଧାତୁ+କର୍ତ୍ତୃ. ତ)—୧ ଯେ ସମସ୍ତ ପାର୍ଥିବ ଅଭିଳାଷ ତ୍ୟାଗ କରିଅଛି —୧. Having renounced all worldly desires.
- ୨. (ପରି+ସମ୍ପୂର୍ଣ୍ଣରୂପେ+କାଙ୍କ୍ଷ ଧାତୁ+କର୍ମ. ତ) ଅଭିଳଷିତ —୨. Wished for.