ପରିକୀର୍ଣ୍ଣ
ଦେଖଣା
ପରିକୀର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ)
[ସମ୍ପାଦନା]- ୧. ବିକ୍ଷିପ୍ତ; ବ୍ୟାପ୍ତ —୧. Diffused; scattered; strewn about.
- ୨. ସମର୍ପିତ —୨. Delivered; given over.
- ୩. ବିସ୍ତୃତ —୩. Spread.
- ୪. ଚାରିଆଡ଼େ ଘେରା ହୋଇଥିବା; ବେଷ୍ଟିତ — ୪. Surrounded.
- ୫. ବହୁ ବ୍ୟକ୍ତି ବା ବସ୍ତୁରେ ପୂର୍ଣ୍ଣ; ଗହଳିଆ — ୫. Crowded (M.W.)