Jump to content

ପରିକୀର୍ତ୍ତନ

ଉଇକିଅଭିଧାନ‌ରୁ

ପରିକୀର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି=ଚତୁର୍ଦ୍ଦିଗରେ+ କୀର୍ତ୍ତନ=ପ୍ରଶଂସା)

[ସମ୍ପାଦନା]
୧. ପ୍ରଶଂସା —୧. Eulogy; prase.
୨. ଗାନ —୨. Song.
୩. ପ୍ରଚାର —୩. Proclamation,announcement.
୪. ଉଚ୍ଚାରଣ —୪. Utterance.