ପରିକୀର୍ତ୍ତିତ
ଦେଖଣା
ପରିକୀର୍ତ୍ତିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ)
[ସମ୍ପାଦନା]- ୧. ପ୍ରଶଂସିତ —୧. Praised; eulogised.
- ୨. ଗୀତ —୨. Sung.
- ୩. ବ୍ୟକ୍ତ; ପ୍ରକାଶିତ —୩. Expressed.
- ୪. ଉଚ୍ଚୈଃସ୍ୱରରେ ପ୍ରଚାରିତ — ୪. Published aloud; proclaimed.
- ୫. ଉଚ୍ଚାରିତ; କଥିତ — ୫. Uttered; said; pronounced.
- ୬. ଉଦ୍ଘୋଷିତ; ସର୍ବତ୍ର ପ୍ରଚାରିତ — ୬. Proclamed on all sides.
- ୭. ଆହୂତ —୭. Called.