ପରିକ୍ରୟ
ଦେଖଣା
ପରିକ୍ରୟ
ଉଚ୍ଚାରଣ
[ସମ୍ପାଦନା](ପରିକ୍ରୀତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପରି=ପୁନର୍ବାର+କ୍ରୟ)
[ସମ୍ପାଦନା]- ୧. ବିକ୍ରୀତ ବସ୍ତୁର ପୁନର୍ବାର କ୍ରୟ —୧. Purchasing of a thing which had been once sold.
- ୨. ଟଙ୍କାଦେଇ ଶାନ୍ତିକ୍ରୟ — ୨. Purchasing of pace with money.
- ୩. ଭଡ଼ା —୩. Hire.
- ୪. ବନ୍ଧକି ବସ୍ତୁକୁ ମୁକୁଳାଇବା —୪. Releasing of a pledged article; redemption of a mortgaged property.
- ୫. ଟଙ୍କା ଦେଇ ଯେଉଁ ଶାନ୍ତି କିଣାଯାଏ — ୫. Peace purchased with money.
- ୬. ମୂଲ —୬. Wages (M.W.)
- ୭. ନଗଦଟଙ୍କା ଦେଇ କିଣିବା —୭. Cash purchase; purchasing of an article by paying the price cash.
- ୮. କିଣିବା; କ୍ରୟ —୮. Purchasing.