ପରିକ୍ରୟା
ଦେଖଣା
ପରିକ୍ରୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି=ଚାରିଆଡ଼େ+କ୍ରିୟା= ଖାତଦ୍ୱାରା ବେଷ୍ଟନ କରିବା)
[ସମ୍ପାଦନା]- ୧. ଚତୁର୍ଦ୍ଦିଗ ପରିଖାଦ୍ୱାରା ବେଷ୍ଟନ କରିବା —୧. Digging a moat round a place.
- ୨. ସଂସ୍କରଣ —୨. Consecration; purification.
- ୩. ଏକଦିନସାଧ୍ୟ ଯାଗବିଶେଷ — ୩. A sacrifice performable in a day.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ରିୟା)
[ସମ୍ପାଦନା]କୌଣସି ଔଷଧ ବା ପ୍ରୟୋଗର ଗୁଣ ବା ଫଳ —The effect of a medicine or appliance.