Jump to content

ପରିକ୍ଳିଷ୍ଟ

ଉଇକିଅଭିଧାନ‌ରୁ

ପରିକ୍ଳିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି=ଅତିଶୟ+କ୍ଳିଶ୍ ଧାତୁ= କ୍ଳେଶ ପାଇବା +କର୍ତ୍ତୃ. ତ)

[ସମ୍ପାଦନା]
୧. ଅତିଶୟ କ୍ଳେଶପ୍ରାପ୍ତ — ୧. Much troubled.
୨. ଉତ୍ତ୍ୟକ୍ତ —୨. Harassed.
୩. ବିନଷ୍ଟ —୩. Ruined.