Jump to content

ପରିକ୍ଷତ

ଉଇକିଅଭିଧାନ‌ରୁ

ପରିକ୍ଷତ

ଉଚ୍ଚାରଣ

[ସମ୍ପାଦନା]

(ପରିକ୍ଷତି—ବି)

ସଂସ୍କୃତ - ବିଶେଷଣ - (ପରି=ସର୍ବାଙ୍ଗରେ+କ୍ଷତ=କ୍ଷୟ ପ୍ରାପ୍ତ)

[ସମ୍ପାଦନା]
୧. ବିନିଷ୍ଟ —୧. Ruined.
୨. ଅତ୍ୟନ୍ତ ଆହତ —୨. Much hurt.
୩. ସର୍ବାଙ୍ଗରେ କ୍ଷତ; କ୍ଷତବିକ୍ଷତ — ୩. Wounded in all the limbs.