Jump to content

ପରିକ୍ଷିତ୍

ଉଇକିଅଭିଧାନ‌ରୁ

ପରିକ୍ଷିତ୍

ଉଚ୍ଚାରଣ

[ସମ୍ପାଦନା]

ପରୀକ୍ଷିତ୍, ପରୀକ୍ଷିତ୍ଅନ୍ୟରୁପ

ସଂସ୍କୃତ - ବିଶେଷ୍ୟ - (ନାମ) (ପରି+କ୍ଷି ଧାତୁ=କ୍ଷୀଣ ହେବା+କର୍ତ୍ତୃ. କ୍ୱିପ୍; କିମ୍ୱା କର୍ମ. ତ)

[ସମ୍ପାଦନା]

ଅଭିମନ୍ୟୁଙ୍କ ପୁତ୍ର, ଅର୍ଜୁନଙ୍କ ନାତି; ଜନମେଜୟ ରାଜାଙ୍କ ପିତାଙ୍କ ପିତା — Name of the son of Abhimanyu and father of Janamejaya.

[ ଦ୍ର—କୁଳର ଅତି କ୍ଷୀଣ ଅବସ୍ଥାରେ ଜନ୍ମ ଗ୍ରହଣ କରିଥିବାରୁ କିମ୍ୱା କୁରୁ କୁଳର ପରେ ଜନ୍ମ ଗ୍ରହଣ କରି ଥିବାରୁ ଏହାଙ୍କୁ ଏ ନାମ ଦିଆ ଯାଇଥିଲାପାଣ୍ଡବ ମାନେ ଏହାଙ୍କୁ ଶୈଶବରେ ରାଜ୍ୟ— ଭାର ଦେଇ ମହା ପ୍ରସ୍ଥାନ କରିଥିଲେ ଜଣେ ମୁନିଙ୍କୁ ଶାପରେ ଏହାଙ୍କୁ ତକ୍ଷକ ଦଂଶିବାରୁ ଏ ମୂମୂର୍ଷୁ ଅବସ୍ଥାରେ ଶୁକ ମୁନିଙ୍କଠାରୁ ଭାଗବତ ଆଦି ପୁରାଣ ଶୁଣିଥିଲେ କୁରୁଙ୍କର ଏକ ପୁତ୍ରଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା ଆଉ ଜଣେ ଜନମେଜୟଙ୍କ ଭା ତାଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା ଅଯୋଧ୍ୟାର ଜଣେ ରାଜାଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା(M.W.)]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ — A name given ot males.