Jump to content

ପରିକ୍ଷିପ୍ତ

ଉଇକିଅଭିଧାନ‌ରୁ

ପରିକ୍ଷିପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପରି=ଚତୁର୍ଦିଗରେ+କ୍ଷିପ୍ ଧାତୁ=କ୍ଷେପଣ କରିବା +କର୍ମ. ତ)

[ସମ୍ପାଦନା]
୧. ଚାରି ଆଡ଼େ ଘେରା ହୋଇଥିବା; ପରିବେଷ୍ଟିତ —୧. Surrounded; encircled.
୨. ବିକ୍ଷିପ୍ତ —୨. Scattered.
୩. ପରିତ୍ୟକ୍ତ —୩. Abandoned.
୪. ନିକ୍ଷିପ୍ତ —୪. Thrown.