Jump to content

ପରିକ୍ଷେପକ

ଉଇକିଅଭିଧାନ‌ରୁ

ପରିକ୍ଷେପକ

ଉଚ୍ଚାରଣ

[ସମ୍ପାଦନା]
(ପରିକ୍ଷେପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ପରିବେଷ୍ଟନ କରେ — ୧. Surrounding; enciraling.
୨. ଯୋ ଇତସ୍ଥତଃ ବିଞ୍ଚି ଦିଏ —୨. Scttering.
୩. ଯେ ନିକ୍ଷେପ କରେ —୩. Throwing.