Jump to content

ପରିକ୍ୱଣନ

ଉଇକିଅଭିଧାନ‌ରୁ

ପରିକ୍ୱଣନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+କ୍ୱଣ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]

ଉଚ୍ଚ ଗର୍ଜନକାରୀ —Loud sounding; loud (M.W.)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମେଘ (ହିନ୍ଦୀ - ଶ.) —Cloud.