Jump to content

ପରିଖ୍ୟାତ

ଉଇକିଅଭିଧାନ‌ରୁ

ପରିଖ୍ୟାତ

ଉଚ୍ଚାରଣ

[ସମ୍ପାଦନା]

(ପରିଖ୍ୟାତି—ବି)

ସଂସ୍କୃତ - .ବିଣ—(ପରି=ସର୍ବତ୍ର+ଖ୍ୟାତ)

[ସମ୍ପାଦନା]
୧. ପ୍ରଖ୍ୟାତ; ଅତି ପ୍ରସିଦ୍ଧ; ବିଖ୍ୟାତ —Celebrated; reputed.
୨. ଅମୁକ ନାମରେ ଜ୍ଞାତ ବା ଡାକା ଯାଉଥିବା — ୨. Called as; named as.