Jump to content

ପରିଗଦିତ

ଉଇକିଅଭିଧାନ‌ରୁ

ପରିଗଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ଗଦ୍ ଧାତୁ= କହିବା+ଭାବ. ତ)

[ସମ୍ପାଦନା]

ସମ୍ୟକ୍ କୀର୍ତ୍ତନ; ପରିକୀର୍ତ୍ତନ — Relation; narrating.

ସ. ବିଶେଷଣ - (+କର୍ମ. ତ)

[ସମ୍ପାଦନା]

ବର୍ଣ୍ଣିତ —Related; narrated.