Jump to content

ପରିଗମିତ

ଉଇକିଅଭିଧାନ‌ରୁ

ପରିଗମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି=ସମ୍ୟକ୍+ଗମ୍ ଧାତୁ ଣିଚ+କର୍ମ. ତ)

[ସମ୍ପାଦନା]
୧. ପରିଚାଳିତ —୧. Conducted.
୨. ଅତିବାହିତ (ସମୟ) —୨. Spent (time); passed.