Jump to content

ପରିଗର୍ଭିକ

ଉଇକିଅଭିଧାନ‌ରୁ

ପରିଗର୍ଭିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଇଣ୍ଡିଆରୋଗ; ଗର୍ଭିଣୀମାତାର ସ୍ତନ୍ୟପାନ କରିବା ଯୋଗୁଁ ଶିଶୁର ହେବା ରୋଗ (ହିନ୍ଦୀ - ଶ.) — Infantile diarrhcea due to sucking the breast of a pregnant mother.

[ଦ୍ରଷ୍ଟବ୍ୟ —ଏଥିରେ ଶିଶୁର କାଶ ହୁଏ, ଅରୁଚି ଓ ତନ୍ଦ୍ରା ହୁଏ, ଶରୀର ଦୁର୍ବଳ ହୁଏ, ଅଜୀର୍ଣ୍ଣ ହୁଏ ଓ ପେଟ ବଡ଼ ହୋଇଯାଏ ବୈଦ୍ୟକ ମତରେ ଏଥିରେ ଶିଶୁକୁ ଅଗ୍ନିଦୀପକ ଔଷଧ ଦିଆଯିବା ଉଚିତ— (ହିନ୍ଦୀ - ଶବ୍ଦସାଗର)]