Jump to content

ପରିଗୁଣ

ଉଇକିଅଭିଧାନ‌ରୁ

ପରିଗୁଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ ସଂସ୍କୃତ - ପ୍ରଗମ= ପ୍ରାଥମିକ ପ୍ରକାଶ)

[ସମ୍ପାଦନା]
୧. ଅବସ୍ଥା — ୧. State; condition; first manifesatation. (M.W.)
୨. ଆଭ୍ୟନ୍ତରୀଣ ଅବସ୍ଥା —୨. Internal codition.
୩. ପ୍ରାରମ୍ଭିକ ସୂଚନା; ଲକ୍ଷଣ —୩. First indication.

ଗାଆଁ ପରିଗୁଣ, ଧୋବା ତୁଠରୁ ଦିଶେ, ବୋହୂ ପରିଗୁଣ, ନିତି ଶାଶୁ ଘଷେ ଶାଶୁ ପରିଗୁଣ, ପାଞ୍ଚରେ ବସେ, ମାଆ ପରିଗୁଣ, ଭାତ ପରଶେ ପୁଅ ପରିଗୁଣ, ଡ଼ାକିଲେ ଆସେ, ବନ୍ଧୁ ପରିଗୁଣ, ଦେଖିଲେ ହସେ, ଝିଅ ପରିଗୁଣ, ମାଆ ସଙ୍ଗେ ମିଶେ ଢ଼ଗ