Jump to content

ପରିଗୃହୀତ

ଉଇକିଅଭିଧାନ‌ରୁ

ପରିଗୃହୀତ

ଉଚ୍ଚାରଣ

[ସମ୍ପାଦନା]
(ପରିଗୃହୀତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ)

[ସମ୍ପାଦନା]
୧. ଅଙ୍ଗୀକୃତ; ସ୍ୱୀକୃତ — ୧. Agreed to; accepted; admitted.
୨. ମଞୁର କରାଯାଇଥିବା — ୨. Granted sanctioned.
୩. ବେଷ୍ଟିତ —୩. Surrounded; enveloped; fenced.
୪. ଧୃତ —୪. Seized; grasped.
୫. ପ୍ରାପ୍ତ —୫. Obtained.
୬. ପାଳିତ (ଆଦେଶ) —୬. Obeyed.